37.1 C
Bhubaneswar
Thursday, March 12, 2026
Homeଓଡିଶାବିଜେଡି ଦିବାସ୍ୱପ୍ନ ଦେଖୁଛି:  ଜୁଏଲ ଓରାମ

ବିଜେଡି ଦିବାସ୍ୱପ୍ନ ଦେଖୁଛି:  ଜୁଏଲ ଓରାମ

ଭୁବନେଶ୍ୱର : ବିଜେଡିର ବକ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ବୟାନ ରହିଛି । ବିଜେଡି କହିଛି ବିଜେପି ସରକାର ଭାଙ୍ଗିଯିବ । ବିଜେଡି ଦିବା ସ୍ୱପ୍ନ ଦେଖୁଛି କହିଛନ୍ତି ଜୁଏଲ ଓରାମ । ଫଷ୍ଟେସନ ଲୁଚେଇବାକୁ ଏଭଳି କହୁଛି ବିଜେଡି । ବିଜେଡି ନିଜ କଥା ବୁଝୁ, ଆମେ ସରକାର ଚଳାଇ ଜାଣିଛୁ । ତାଙ୍କର ବିଶେଷ ଉପଦେଶ ଆମକୁ ଦରକାର ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking