କଟକ : ହାଇକୋର୍ଟରେ ଭରତପୁର ଥାନା ମାମଲା । ଏନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସଓପି । କୋର୍ଟଙ୍କୁ ଜଣାଇଲେ ଆଡଭୋକେଟ ଜେନେରାଲ । ସେନା ଅଧିକାରୀଙ୍କୁ ବ୍ୟବହାର ନେଇ ଏସଓପି ଜାରି କଲେ । ଥାନାରେ ସେନା ଅଧିକାରୀଙ୍କୁ ମିଳିବ ଉଚିତ ବ୍ୟବହାର । ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ ସିସିଟିଭି ଲାଗିବ । ଆସନ୍ତା ମଙ୍ଗଳବାର କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ ।










