29.1 C
Bhubaneswar
Thursday, November 14, 2024
Homeଅପରାଧଖାଇବାକୁ ଦେବା ମନା କରିବାରୁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଖାଇବାକୁ ଦେବା ମନା କରିବାରୁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ଜଣଙ୍କ ସ୍ତ୍ରୀ କୁ ଖାଇବାକୁ ମାଗିଲା କିନ୍ତୁ ସ୍ତ୍ରୀ ମନା କରିଦେବାରୁ ସ୍ୱାମୀ ଜଣଙ୍କ ସ୍ତ୍ରୀର ହତ୍ୟା କରିଛି । ଏଭଳି ଘଟଣା ବେଙ୍ଗାଲୁରୁ ଶିଭାମୋଗା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଯେ ବେଙ୍ଗାଲୁରୁ ଶିବାମୋଗା ଅଞ୍ଚଳରେ ମାନୁ ଓ ତାଙ୍କ ସ୍ତ୍ରୀ ଗୌରମା ରହୁଥିଲେ ।

ମାନୁ ଘରେ ସ୍ତ୍ରୀ ଗୌରମାକୁ ଖାଇବାକୁ ମାଗିଲେ ସେହି ସମୟରେ ଗୌରୀମା ଫୋନରେ କଥା ହେଉଥିଲେ । ସେଥିପାଇଁ ସେ ତାଙ୍କ ସ୍ୱାମୀ ମାନୁଙ୍କୁ ନିଜେ ବାଢି ଖାଇବାକୁ କହିଥିଲେ । ପରେ ଫୋନରେ ବ୍ୟସ୍ତ ହୋଇଯାଇଥିଲେ । ଏହି କଥାକୁ ନେଇ ମାନୁ କ୍ରୋଧିତ ହୋଇଯାଇଥିଲେ । ଫଳରେ ଗୌରୀମାଙ୍କ ଗଳା କାଟି ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ୍‌। ଘଟଣାରେ ମାନୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking