Homeଅପରାଧଛୋଟ ପିଲାଙ୍କୁ ମାଡ ମାରି ସରପଞ୍ଚ ଗିରଫ ଅପରାଧଓଡିଶାଭଦ୍ରକ ଛୋଟ ପିଲାଙ୍କୁ ମାଡ ମାରି ସରପଞ୍ଚ ଗିରଫ By Ona Khabara 10/11/2024 Share FacebookTwitterPinterestWhatsAppLinkedinReddItTelegram ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମହଙ୍ଗା ପଡିଲା ସରପଞ୍ଚଙ୍କ ଦବଙ୍ଗଗିରି । ଛୋଟ ପିଲାଙ୍କୁ ମାଡ ମାରିବା ଘଟଣାରେ ଗିରଫ । ଗୁଜିଦରଡ଼ା ପଞ୍ଚାଯତରେ ସରପଞ୍ଚ ଫରିଆଦ ଆଲାମ ଗିରଫ ହୋଇଥିବା ନେଇ ସୂଚନା । ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗ୍ରାମାଞ୍ଚଳ ପୋଲିସ । Share FacebookTwitterPinterestWhatsAppLinkedinReddItTelegram Previous articleଇଆରଏସଏସ ସହଯୋଗରେ ଉଦ୍ଧାର ହେଲେ ଗୁରୁତର ଆହତ ବ୍ୟକ୍ତିNext articleଇସ୍କନ ରଥଯାତ୍ରା: ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଇସ୍ତଫା ଦେଲେ ସିଦ୍ଦରମୈୟା ଓଡିଶା ଦୁର୍ବଳ ସରକାର ଦୁର୍ବଳ ପୋଲିସ ସୁରକ୍ଷା ଦେବ କେମିତି? : କଂଗ୍ରେସ ଓଡିଶା ବେକାର ପିଲାମାନଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ମନବଳାଇଛନ୍ତି ଭକ୍ତ ଓଡିଶା ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ଭକ୍ତଙ୍କ ପ୍ରବଳ ଭିଡ଼