21.1 C
Bhubaneswar
Monday, February 2, 2026
Homeଓଡିଶାବସ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ବସ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଛକରେ ଭୟାନକ ବସ ଦୁର୍ଘଟଣା। ଦୁର୍ଘଟଣା ସ୍ଥଳରେ ଜଣେ ମୃତ ୩୦ ଆହତ ମଧ୍ୟରୁ କିଛି ଗୁରୁତର ଥିବା ନେଇ ସୂଚନା ରହିଛି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲରେ ଭର୍ତି କରିଛନ୍ତି । ବସଟି ୪୦ ରୁ ଅଧିକ ଯାତ୍ରୀ ଧରି ରାଇକିଆରୁ ରୁ ଭୁବନେଶ୍ୱର ଆସୁଥିଲା ବସଟି। ତେବେ ସୂଚନା ମୁତାବକ ଦଶପଲ୍ଲାରେ ଗଛକୁ ପିଟି ରାସ୍ତାରେ ଓଲଟିଲା ବସ ତେବେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୦ ଜଣ ଆହତ ଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking