ବ୍ୟୁରୋ : କିଛି ଯାନ୍ତ୍ରିକ ତ୍ରୁଟିରୁ ମଝି ଚିଲିକାରେ ଅଟକିଲା ଭସାପୋଲ ।ସାତପଡା ନିକଟ ଚିଲିକାରେ ଏକ ଘଣ୍ଟାରୁ ଅଧିକ ହେବ ଅଟକିଛି । ସାତପଡାରୁ ଜହ୍ନିକୁଦା ଯାଉଥିଲା । ସେଥିରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ ।