19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଭାରତୀୟ ସେୟାର ମାର୍କେଟ ଭୁଶୁଡିବାର ଆଶଙ୍କା    

ଭାରତୀୟ ସେୟାର ମାର୍କେଟ ଭୁଶୁଡିବାର ଆଶଙ୍କା    

ବ୍ୟୁରୋ : ଉଜୁଡିଗଲା ଭାରତୀୟ ସେୟାର ମାର୍କେଟ । ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଖସିଲା ବେଳେ ନିଫ୍ଟ ଖସିଛି ୪୦୦ ପଏଣ୍ଟ ।  ଆଜି ସକାଳେ ଏଭଳି ତଥ୍ୟ ଶୁଣିବାକୁ ମିଳିଛି ।  ମାର୍କେଟରୁ  ବିଦେଶୀ  ନିବେଶକକାରୀମାନେ  ପୁଞ୍ଜି ପ୍ରତ୍ୟାହାର  କରି ନେଉଥିବାରୁ  ମାର୍କେଟ କ୍ରାସ କରିଥିବା ଜଣାପଡୁଛି ।  କଗେବଳ ଅକ୍ଟୋବରରେ  ବିଦେଶୀ ନିବେଶକକାରୀ ୧ଲକ୍ଷ ୧୩ ହଜାର ୮୫୮ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି ।  ଆଗକୁ ମାର୍କେଟର ସ୍ଥିତି କଣ ହେବ ତାହାକୁ ନେଇ ଅନିଶ୍ଚିସତା ଦେଖାଦେଇଛି । ତା ସହ  ଭ୍ୟାଲୁଏସନ ଓ ରିଟର୍ନ କମ ହେବାର ଆଶଙ୍କା ଦେଖାଦେଇଛି ।  ଆଗକୁ ପ୍ରମୁଖ କମ୍ପାନୀଗୁଡିକ  ଭଲ ଲାଭ କରି ନପାରନ୍ତି ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking