27.1 C
Bhubaneswar
Tuesday, November 5, 2024
Homeଓଡିଶାଆମ୍ବଟାକୁଆ ମୃତ୍ୟୁ ଘଟଣାରେ ଫଙ୍ଗାଲ ସଂକ୍ରମଣ

ଆମ୍ବଟାକୁଆ ମୃତ୍ୟୁ ଘଟଣାରେ ଫଙ୍ଗାଲ ସଂକ୍ରମଣ

ବ୍ୟୁରୋ: ଆମ୍ବଟାକୁଆ ମୃତ୍ୟୁ ଘଟଣାରେ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା । ଏସସିବିରେ ଚିକିତ୍ସିତ ରୋଗୀଙ୍କୁ ହେପାଟାଇଟିସ ହୋଇଛି । ଫଙ୍ଗାଲ ସଂକ୍ରମଣ ଯୋଗୁଁ ହେପାଟାଇଟିସ ହୋଇଥାଏ । ଯେଉଁମାନେ ପ୍ରଥମ ଦିନ ଖାଇଲେ କିଛି ଅସୁବିଧା ନ ଥିଲା। ୨ ରୁ ୩ ଦିନ ଖାଇବା ମଧ୍ୟରେ ସେଥିରେ ଫଙ୍ଗାଲ ଗ୍ରୋଥ ହେଲା । ଏବଂ ଫଙ୍ଗାଲ ଗ୍ରୋଥ ସହ ଟକ୍ସିନ ହେଲା , ଫଳରେ ଶରୀର ବିଷାକ୍ତ ହେଲା । ସାରିଆର ବିଷାକ୍ତ ହେବାରୁ କିଡ଼ନୀ ଫେଲ ହୋଇଛି , ଯାହାଦ୍ୱାରା ଜଣଙ୍କର ମୃତ୍ୟୁ ଘଟିଛି । ଯିଏ ଯେତେ ଆମ୍ବଟାକୁଆ ଖାଇଛନ୍ତି , ସିଏ ସେତେ ପ୍ରଭାବିତ ହୋଇଛନ୍ତି । ଏସସିବିରେ ଚିକିତ୍ସିତ ୨ ଜଣଙ୍କ ଅବସ୍ଥା ଗୁରୁତର , ଆଇସିୟୁ ରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking