25.1 C
Bhubaneswar
Tuesday, February 24, 2026
Homeଅପରାଧଗୁଳି ମାଡ଼ରେ ଯୁବକ ଆହତ

ଗୁଳି ମାଡ଼ରେ ଯୁବକ ଆହତ

ରାଉଲକେଲା: ରାଉଲକେଲା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ରାଉଲକେଲା ଟ୍ରାଫିକ ଗେଟ ମାର୍କେଟରେ ଯୁବକଙ୍କୁ ହୋଇଛି ଗୁଳିମାଡ । ଯୁବକଙ୍କ ପରେ ୨ ରୁ ୩ ଦୁର୍ବୃତଙ୍କ ବଚସା ପରେ ଗୁଳିମାଡ ହୋଇଥିବା ସୂଚନା । ଗୁଳିମାଡରେ ଯୁବକ ଆହତ , ଆରଜିଏଚରେ ଭର୍ତ୍ତି । ଆଇନ କାନୁନ ର ଦଣ୍ଡ ପରେ ବି ଦିନକୁ ଦିନ ଏମିତି ଅପରାଧ ବଢିଚାଲିଥିବା ବେଳେ କୋଉଠି ନା କୋଉଠି ଅପରାଧୀ ମାନେ ଏହାକୁ ଢିଲା ରେ ନେଉଛନ୍ତି ଯାହାଦ୍ୱାରା ସେମାନଙ୍କର ଅପରାଧ କରିବା ପୂର୍ବରୁ ଡର କି ଭୟ ରହୁନି ସେଥିପାଇଁ ଅପରାଧର ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ଆଜି ଏମିତି ଅପରାଧର ଆଉ ଏକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ରାଉଲକେଲାରେ ଏକ ଯୁବକ ଉପରେ କିଛି ବଚସା କୁ କେନ୍ଦ୍ର କରି ଗୁଳି ମାଡ ହେଇଥିବାର ସୂଚନା ମିଳିଛି। ତେବେ ଗୁଳିମାଡ ପରେ ଦୁର୍ବୃତ ଫେରାର ଥିବା ସୂଚନା ରହିଛି । ଏ ନେଇ ଯୁବକଙ୍କ ଜଣଙ୍କର ଅବସ୍ଥା ଗୁରୁତର ଥିବା ନେଇ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking