17.1 C
Bhubaneswar
Monday, December 22, 2025
Homeଅପରାଧଏନସିସି ହାତରେ ଗଞ୍ଜେଇ ମାଫିଆ

ଏନସିସି ହାତରେ ଗଞ୍ଜେଇ ମାଫିଆ

ଭୁବନେଶ୍ୱର: ମୂମ୍ବାଇ ଏନସିସି ହାତରେ ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ । ଗଞ୍ଜେଇ ମାଫିଆ ନିଲୁ ପ୍ରଧାନଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଏନସିସି। ନିଲୁର ଘର ଗଂଜାମରେ , ମୋଷ୍ଟ ୱାଣ୍ଟେଡର ତାଲିକାରେ ଥିଲା । ଭୁବନେଶ୍ୱରରୁ ଧରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ନେଲା ଏନସିସି । ଖୋଲିବ ଓଡିଶାରୁ ମୁମ୍ବାଇ ଗଞ୍ଜେଇ ଚାଲାଣ ର ଚୋରା ଲିଙ୍କ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking