17.1 C
Bhubaneswar
Tuesday, February 3, 2026
Homeଅପରାଧନିଳାଚଳ ଇସ୍ପାତ୍ କାରଖାନା ରେ ନିଖୋଜ ଶ୍ରମିକ ଘଟଣା ରେ ହତ୍ୟା, ଅଭିଯୋଗ ରେ 4ଜଣ...

ନିଳାଚଳ ଇସ୍ପାତ୍ କାରଖାନା ରେ ନିଖୋଜ ଶ୍ରମିକ ଘଟଣା ରେ ହତ୍ୟା, ଅଭିଯୋଗ ରେ 4ଜଣ କୋର୍ଟ ଚାଲାଣ

ଯାଜପୁର: ଯାଜପୁର ଜିଲ୍ଲା ର କଲିଙ୍ଗ ନଗର ଇସ୍ପାତ ହକ ରେ ଥିବା ନିଳାଚଳ ଇସ୍ପାତ୍ ହକ ରେ ଥିବ ନୀଳାଚଳ ଇସ୍ପାତ କାରଖାନା ରେ ନିଖୋଜ ସିଲୁ ପ୍ରଧାନ କୁ କାରଖାନା ପରିସର ରେ ହତ୍ୟା କାରା ଯାଇ ପୋତି ଡିଆ ଯାଇଥିଲା ଏଥି ରେ ସମ୍ପୂର୍କ୍ତ ଥିବା ଚାରି ଜଣ ଙ୍କୁ ପ୍ରାର୍ଥମ ପ୍ରର୍ଯ୍ୟା ୟ ରେ ଚାରି ଜଣଙ୍କୁ କଲିଙ୍ଗ ନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ର ଗଦି ଆ ଥାନ ର ତାରିଣୀ ପ୍ରସାଦ ମହାନ୍ତି, କେନ୍ଦୁଝର ଜିଲ୍ଲାର ଦୈତାରି ଥାନା ର ଆଲୋକ ପାତ୍ର ହରି ଚନ୍ଦନ ପୁର ର ପଦ୍ମ ଲୋଚନ ମହାନ୍ତି ଯାଜପୁର ଜିଲ୍ଲା ର ସଂସାଇ ଗ୍ରାମ ର ଜଗଦିଶ ମହାନ୍ତି ପ୍ରମୁଖ l ଚୋରା ଡିଜେଲ ବିକ୍ରୀ ଭାଗ ବାଣ୍ଟ କୁ କେନ୍ଦ୍ର କରି ଗଣ୍ଡ ଗୋଳ ହୋଇ ଥିଲା ଏହି କାରଣ ରୁ ସୁଲୁ ପ୍ରଧାନ କୁ ହତ୍ୟା କାରା ଯାଇ କାରଖାନା ପରିସର ରେ ପୋତି ଡିଆ ଯାଇ ଥିଲା ସେଠାରେ ଚିପ ଡ଼ l ଙ୍କି ଦେଇ ଥିଲେ l ସିଲୁ ପ୍ରଧାନ ପାରିବାର ଲୋକ ମାନେ କଳିଙ୍ଗ ନଗର ଥାନା ରେ ହତ୍ୟା ଅଭିଯୋଗ କରି ଥିଲେ ପୋଲିସ କାରା ଖାନ ପରିସର ଚିପ୍ ଗଦା ବାହାର କର ମାଟି ଖୋଳି ସବ ଉଦ୍ଧାର କରି ଥିଲା l କଳୀଙ୍ଗ ନଗର ରେ ଉତ୍ତେଜନା ଥିବାରୁ
ସସତ୍ର ପୋଲିସ ମୁତୟନ କରିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking