19.1 C
Bhubaneswar
Sunday, February 15, 2026
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଶୁଭେଛା

ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଶୁଭେଛା

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଛା । ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସୁଖମୟ , ସୌଭାଗ୍ୟପୂର୍ଣ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି । ମା ଳକ୍ଷ୍ମୀ , ଶ୍ରୀ ଗଣେଶ ଙ୍କ କୃପାରୁ ସମସ୍ତଙ୍କ କଲ୍ୟାଣ ହେଉ । ଆଜି ଆଲୋକର ପର୍ବ ଦୀପାବଳି ଆଜିର ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ସାରି ଅଯୋଧ୍ୟାକୁ ଫେରିଥିଲେ , ତାଙ୍କୁ ସ୍ୱାଗତ କରିବାପାଇଁ ସାରା ଅଯୋଧ୍ୟାରେ ଦୀପ ଜାଳି ବାଣ ଫୁଟାଇ ଅଯୋଧ୍ୟା କୁ ଆଲୋକିତ କରିଥିଲେ ସେଥିପାଇଁ ଦୀପାବଳି ପର୍ବ ପାଳନ କରାଯାଇଥାଏ ଆଜି ସହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଛା ଜଣାଇ ସମସ୍ତଙ୍କର ସୁଖ କାମନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking