30.1 C
Bhubaneswar
Monday, October 28, 2024
Homeଓଡିଶାଭୁବନେଶ୍ୱରଆଜି   କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର :  ଚଳଞ୍ଚଳ ଶୈବପୀଠ

ଆଜି   କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର :  ଚଳଞ୍ଚଳ ଶୈବପୀଠ

ବ୍ୟୁରୋ :  କାର୍ତ୍ତିକ ମାସ  ଦ୍ୱିତୀୟ ସୋମବାରରେ ଚଳଳଚଞ୍ଚଳ  ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ  ପୀଠ ।  ଭକ୍ତମାନଙ୍କ ଧାର୍ମିକ ବିଶ୍ୱାସ ରହିଛି ଯେ  ବାବା ଧବଳେଶ୍ୱରଙ୍କ ପାଖରେ  ଯିଏ  ଯେଉଁ ମାନସିକ କରିଥାଏ  ତାହା ପୂର୍ଣ୍ଣ ହୋଇଥାଏ ।  ଯଦି କାହାର  ସନ୍ତାନ ହେଉନାହିଁ , କିମ୍ବା କାହା ଛୁଆର ପାଟି ଖୋଲୁନାହିଁ  ଏଭଳି ଅନେକ ଭକ୍ତ ବାବାଙ୍କ ପାଖରେ  ମାନସିକ କରିଥାନ୍ତି  . ଆଜି ବାବାଙ୍କ ପାଖରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥାଏ ।  ଏହାସହ ମନସ୍କାମନା ରଖି  ଭକ୍ତମାନେ ମଧ ବାବାଙ୍କଠାରେ  ଜଳାଭିଷେକ କରନ୍ତି  । ବାବା ଧବଳେଶ୍ୱରଙ୍କ ପୀଠ ସହ ଆଜି  ପୁଣ୍ୟ କାର୍ତ୍ତିକର ସୋମବାର  ହୋଇଥିବାରୁ ଅନ୍ୟ  ଶିବପୀଠମାନଙ୍କରେ  ମଧ୍ୟ ଗହଳି  ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking