30.1 C
Bhubaneswar
Sunday, October 27, 2024
Homeଓଡିଶା୨୦ ଟଙ୍କା ଦେଲେ ମୋବାଇଲ ଚାର୍ଜ  

୨୦ ଟଙ୍କା ଦେଲେ ମୋବାଇଲ ଚାର୍ଜ  

ଭଦ୍ରକ : ସାମ୍ଭବ୍ୟ  ବାତ୍ୟାରେ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି ତ ଆଉ କେଉଁଠି ବିଦ୍ୟୁତ କାଟ । ଲୋକମାନେ ହନ୍ତସନ୍ତରେ ଚଳୁଛନ୍ତି  ।   ତେବେ ବାତ୍ୟା ପାଇଁ ୩ ଦିନ ହେଲା ବନ୍ଦ ରହିଛି ବିଦ୍ୟୁତ  ା ବିଦ୍ୟୁତର ଯୋଗାଯୋଗ ହୋଇପାରୁନାହିଁ । ଏନେଇ ସ୍ଥାନୀୟ ବାସୀ ଜେନେରେଟର ଚଳାଇ କରୁଛନ୍ତି ମୋବାଇଲ ଚାର୍ଜ  ା ୨୦ ଟଙ୍କା ଦେଇ ମୋବାଇଲ ଚାର୍ଜ କରିବାକୁ ଲୋକଙ୍କ ଲମ୍ବା ଲାଇନ ଜମିଛି ।  ଏଭଳି ଚିତ୍ର ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking