27.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଆତଙ୍କୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ

ଆତଙ୍କୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ

ନୂଆଦିଲ୍ଲୀ: ପୁଣି ଯବାନଙ୍କୁ ଏକ ବଡ ସଫଳତା ମିଳିଛି। ଜମ୍ମୁ କାଶ୍ମୀର ପୁଞ୍ଛରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପକୁ ଯବାନମାନେ ଧ୍ବଂସ କରିଦେଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ହାଣ୍ଡ ଗ୍ରେନେଡ୍ ସହ କିଛି ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ୍ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କୁ ଜୋରଦାର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking