25.1 C
Bhubaneswar
Saturday, October 26, 2024
Homeଓଡିଶାଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା  ହେବ କଇଁଛ  ଗବେଷଣା  ଓ ସଂରକ୍ଷଣ କେନ୍ଦ୍ର

ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା  ହେବ କଇଁଛ  ଗବେଷଣା  ଓ ସଂରକ୍ଷଣ କେନ୍ଦ୍ର

ବ୍ୟୁରୋ:  ପ୍ରକୃତିର ବିରଳ  ଅଲିଭ ରିଡଲେ କଇଁଛ ଉପରେ ଗବେଷଣା କରାଯିବ ।  ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା  ହେବ କଇଁଛ  ଗବେଷଣା  ଓ ସଂରକ୍ଷଣ କେନ୍ଦ୍ର । ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଋଷିକୁଲ୍ୟା ମୁହାଣ ନିକଟରେ ପୁରୁଣା ବନ୍ଧରେ ଜାଗା ଚିହ୍ନଟ କରାଯାଇଛି । ଖୁବଶୀଘ୍ର ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବ ବୋଲି ବ୍ରହ୍ଣପୁର ବନଖଣ୍ଡ ଅଧିକାରୀ  ସନି ଖୋଖର ସୂଚନା ଦେଇଛନ୍ତି । ଓଡିଶାରେ ଏହା ପ୍ରଥମ କଇଁଛ ଗବେଷଣା କେନ୍ଦ୍ର ହେବ । ପ୍ରାରମ୍ଭିକ ପର୍ଯ୍ୟୟ  ଜମି ଚିହ୍ନଟ କରାଯାଇଛି । ଜମି ହସ୍ତାନ୍ତର ପରେ ଡିପିଆର ଓ ନକ୍ସା ପ୍ରସ୍ତୁତ କରାଯିବ ବୋଲି  ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking