25.1 C
Bhubaneswar
Saturday, October 26, 2024
Homeଓଡିଶାଶ୍ୱେତପତ୍ର ଦାବି କଲା ବିଜେଡି

ଶ୍ୱେତପତ୍ର ଦାବି କଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ଦାନା ପରିଚାଳନା ପ୍ରସଙ୍ଗ । ଉଦ୍ଧାର ଓ ଜିରୋ କାଜୁଆଲିଟିକୁ ନେଇ ବିଜେଡିର ଶ୍ୱେତପତ୍ର ଦାବି। ବିଜେପି ସରକାର ଲୋକହଂସା ହୋଇଛନ୍ତି- ବିଜେଡି ।

ସରକାର ବଢ଼େଇ ଚଢେଇ କହିବା ଲୋକଙ୍କ ନାପସନ୍ଦ । ସରକାର ପିଆର ଷ୍ଟଂଟ ପାଇଁ ଅବସର ଖୋଜୁଥିଲେ । ନିଜଠୁ ଅଧିକ ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ଚାହିଁଥିଲେ । ଜିରୋ କାଜୁଆଲିଟିକୁ ନେଇ ବାହାବା ନେଉଛନ୍ତି । ନବୀନବାବୁଙ୍କ ୨୪ ବର୍ଷର ମୂଳଦୁଆ ଆଧାରରେ ସଫଳତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking