Homeଅପରାଧଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଅପରାଧଓଡିଶା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ By Ona Khabara 26/10/2024 Share FacebookTwitterPinterestWhatsAppLinkedinReddItTelegram ସମ୍ବଲପୁର: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ , ଲକ୍ଷେ ଜୋରିମାନା । ଦୋଷୀ ପପୁନ ବେହେରାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ପକ୍ସୋ କୋର୍ଟ । ୨୦୧୧ ରେଙ୍ଗାଳି ଥାନା ଅଞ୍ଚଳରୁ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲା। ବିବାହ ପ୍ରତିଶୃତି ଦେଇ ହାଇଦ୍ରାବାଦ ନେଇ ଦୁଷ୍କର୍ମ ଅଭିଯୋଗ ହେଇଥିଲା । Share FacebookTwitterPinterestWhatsAppLinkedinReddItTelegram Previous articleବାଣ ବିସ୍ଫୋରଣରେ ଉଡିଲା ଘର : ଜଣେ ଗୁରୁତରNext articleଶ୍ୱେତପତ୍ର ଦାବି କଲା ବିଜେଡି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆଡମିଟ୍ କାର୍ଡ ଦେଖାଇଲେ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଅପରାଧ ସଜନା ଛୁଇଁ ପାଇଁ ମାରିଦେଲେ, ୫ ଗିରଫ ଦେଶ ବିଦେଶ ପାକିସ୍ତାନ ବାୟୁସେନା ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ ଓଡିଶା ରାଇରଙ୍ଗପୁରରେ ନାବାଳିକାକୁ ଗଣଦୁଷ୍କର୍ମ: ପୋଲିସର ଅବହେଳାକୁ ନେଇ ଗର୍ଜିଲା ବିଜେଡି