Homeଅପରାଧଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଅପରାଧଓଡିଶା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ By Ona Khabara 26/10/2024 Share FacebookTwitterPinterestWhatsAppLinkedinReddItTelegram ସମ୍ବଲପୁର: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ , ଲକ୍ଷେ ଜୋରିମାନା । ଦୋଷୀ ପପୁନ ବେହେରାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ପକ୍ସୋ କୋର୍ଟ । ୨୦୧୧ ରେଙ୍ଗାଳି ଥାନା ଅଞ୍ଚଳରୁ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲା। ବିବାହ ପ୍ରତିଶୃତି ଦେଇ ହାଇଦ୍ରାବାଦ ନେଇ ଦୁଷ୍କର୍ମ ଅଭିଯୋଗ ହେଇଥିଲା । Share FacebookTwitterPinterestWhatsAppLinkedinReddItTelegram Previous articleବାଣ ବିସ୍ଫୋରଣରେ ଉଡିଲା ଘର : ଜଣେ ଗୁରୁତରNext articleଶ୍ୱେତପତ୍ର ଦାବି କଲା ବିଜେଡି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ମୋଦି ଆଧୁନିକ ଭାରତର ବିନ୍ଧାଣୀ: ମୁଖ୍ୟମନ୍ତ୍ରୀ ଓଡିଶା ସେପ୍ଟେମ୍ବର ୧୭ରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓଡିଶା ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ ନିକୁଞ୍ଜ ଲୀଳା ନୀତି ଦେଶ ବିଦେଶ ପୁଣି ବଢିଲା ସୁନା ଓ ରୁପା ଦର