26.1 C
Bhubaneswar
Saturday, October 26, 2024
Homeଓଡିଶାବାତ୍ୟା କ୍ଷୟକ୍ଷତିରେ କେଉଁ ଚାଷୀଙ୍କୁ କେତେ ସହାୟତା ରାଶି ମିଳିବ ଜାଣନ୍ତୁ

ବାତ୍ୟା କ୍ଷୟକ୍ଷତିରେ କେଉଁ ଚାଷୀଙ୍କୁ କେତେ ସହାୟତା ରାଶି ମିଳିବ ଜାଣନ୍ତୁ

ବ୍ୟୁରୋ :  ବାତ୍ୟା ଦାନାରେ ଯେଉଁ ଚାଷୀମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ମିଳିବ ସହାୟତା ରାଶି । ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।  ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହାୟତାରେ  କ୍ଷୟକ୍ଷତି ଗଣନା କରାଯିବ । ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
କେଉଁ ଚାଷୀଙ୍କୁ କେତେ ସହାୟତା ରାଶି ମିଳିବ
ପ୍ଲାଣ୍ଟେସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ ।
ଆଗ୍ରୋ ଫରେଷ୍ଟ  ପ୍ଲାଣ୍ଟେସନ ଚାଷୀଙ୍କୁ ସର୍ୱନିମ୍ନ ୨୫୦୦ ଟଙ୍କା ମିଳିବ ।
ଅଧା ଚାଷ ଜମି ନଷ୍ଟ ହୋଇଥିଲେ ୪୨୦୦  ଟଙ୍କା ମିଳିବ ।
ଅଳ୍ପ କିଛି ୭କ୍ଷୟକ୍ଷତି ହୋଇଥିଲେ  ଚାଷୀଙ୍କୁ ମିଳିବ ସର୍ୱନିମ୍ନ ୧୦୦୦ ଟଙ୍କା ।
ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ୧୭୦୦୦ ଟଙ୍କା ମିଳିବ । ସେହି ଜମିରେ  ଛୋଟ ଚାଷୀଙ୍କୁ ସର୍ୱନିମ୍ନ ୨୦୦୦ ଟଙ୍କା ମିଳିବ  ।

https://www.youtube.com/watch?v=i

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking