26.1 C
Bhubaneswar
Saturday, October 26, 2024
Homeଓଡିଶାସମୀକ୍ଷା ପରେ କେଭିଙ୍କ ପ୍ରତିକ୍ରିୟା

ସମୀକ୍ଷା ପରେ କେଭିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଫସଲ କ୍ଷୟକ୍ଷତି ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେୱଙ୍କ ପ୍ରତିକ୍ରିୟା। ବର୍ଷା କମିବା ପରେ କ୍ଷତିଗ୍ରସ୍ତ ଅଂଚଳ ଯିବେ ବିଭାଗୀୟ ଅଧିକାରୀ । କ୍ଷୟକ୍ଷତି ରିପୋର୍ଟ ଆଣିବା ପରେ ଏସଆରସିଙ୍କ ପାଖରେ ଦାଖଲ କରିବେ । ଏସଆରସି ଙ୍କ ନୂଆ ଗାଇଡ଼ଲାଇନ ଅନୁସାରେ ତର୍ଜମା କରି କ୍ଷତିପୂରଣ ମିଳିବ । ଡ଼ିବିଟି ମାଧ୍ୟମରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ: ଉପମୁଖ୍ୟମନ୍ତ୍ରୀ । କ୍ଷତିପୂରଣ ଆଶାରେ ଭୁଲ ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking