19.1 C
Bhubaneswar
Tuesday, February 10, 2026
Homeଅପରାଧଝିଅକୁ ପିଟି ପିଟି ମାରିଦେଲା ସାବତ ମାଆ

ଝିଅକୁ ପିଟି ପିଟି ମାରିଦେଲା ସାବତ ମାଆ

ନୟାଗଡ:  ଦହିବରା ଖାଇବାରୁ ଝିଅକୁ ପିଟି ପିଟି ମାରିଦେଲା ସାବତ ମାଆ । ନୟାଗଡ ଜିଲ୍ଲା ଖଣ୍ଡପଡା ସହରର  ଫତେଗଡ ଥାନା ବାଉଁଶବାଟି ପଞ୍ଚାୟତ ପୋଡାସାହିରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି ।  ୧୪ ବର୍ଷୀୟ ଝିଅକୁ ସାବତ ମାଆ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି  ା ପ୍ରମାଣ ନଷ୍ଟ ପାଇଁ ଶବଦାହ କରିବାକୁ ଯିବାବେଳେ ଧରିଛି ପୋଲିସ । ତାପରେ ପୋଲିସ ମଶାଣିରୁ ଶବ ଜବତ କରିଛି । ଅଭିଯୁକ୍ତ ସାବତ ମାଆକୁ ଥାନାରେ  ଅଟକ ରଖିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking