14.1 C
Bhubaneswar
Sunday, December 7, 2025
Homeଓଡିଶାଏମବିବିଏସ / ବିଡିଏସ ଅପଗ୍ରେଡ ଲିଷ୍ଟ ପ୍ରକାଶିତ

ଏମବିବିଏସ / ବିଡିଏସ ଅପଗ୍ରେଡ ଲିଷ୍ଟ ପ୍ରକାଶିତ

ଭୁବନେଶ୍ୱର :  ଏମବିବିଏସ / ବିଡିଏସ ତୃତୀୟ ରାଉଣ୍ଡ କାଉନସେଲିଂକୁ ନେଇ ନୋଟିସ ପ୍ରକାଶିତ କରାଯାଇଛି । ଅପଗ୍ରେଡିଂ ସିଟ ଆଲଟମେଣ୍ଟ ନେଇ ଓଜେଇଇ ପକ୍ଷରୁ ନୋଟିସ ଜାରି କରାଯାଇଛି ।  ଚୂଡାନ୍ତ ଆଲର୍ଟମେଣ୍ଟ ଲେଟର ଡାଉନଲୋଡ କରି ରିପୋର୍ଟିଂ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । । ୨୪ରୁ ୨୬ ମଧ୍ୟରେ କଲେଜରେ ଫିଜିକାଲି ରିପୋର୍ଟ  କରିବାନେଇ ନିର୍ଦ୍ଦେଶ ଦିଆଯାଇଛି  । ପ୍ରଥମ କରି ସିଟ ଆଲର୍ଟ ଛାତ୍ର ଛାତ୍ରୀ ଓଜେଇଇ ଅଫିସରେ ରିପୋର୍ଟ କରିବେ  । ୨୬ ତାରିଖ ସକାଳ ୧୦ଟାରୁ ୪ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଯଦି ରିପୋର୍ଟ ନକରିବେ ଖାଲି ସିଟ ପାଇଁ ପୁଣି କାଉନସେଲିଂ କରାଯିବ । ବାତ୍ୟା ଦାନା ପାଇଁ ସମ୍‌ପୃକ୍ତ କଲେଜ ରିପୋର୍ଟିଂର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking