27.1 C
Bhubaneswar
Wednesday, October 23, 2024
Homeଓଡିଶାବାତ୍ୟା ମୁକାବିଲା ପାଇଁ ୧୪ ଜିଲ୍ଲାର ହେଲପ ଲାଇନ ନଂ ଜାରି

ବାତ୍ୟା ମୁକାବିଲା ପାଇଁ ୧୪ ଜିଲ୍ଲାର ହେଲପ ଲାଇନ ନଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ତାରିଖ ରାତିରେ ଓ ୨୫ ତାରିଖ ସକାଳେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବ। ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ବ୍ୟବସ୍ଥା କରାଯାଇଛି। ବାତ୍ୟା ‘ଦାନା’ ପାଇଁ କଣ୍ଟ୍ରୋଲ୍ ରୁମ୍ ଜାରି କରାଯାଇଛି। ୧୪ ଜିଲ୍ଲା ପାଇଁ ହେଲପ ଲାଇନ ନଂ ଜାରି କରାଯାଇଛି।
ବାଲେଶ୍ୱର- କଣ୍ଟ୍ରୋଲ୍ ରୁମ୍ – ୦୬୭୮୨ ୨୬୨୨୮୬, ୦୬୭୮୨-୨୬୧୦୭୭
ମୟୂରଭଞ୍ଜ- କଣ୍ଟ୍ରୋଲ୍ ରୁମ୍‌- ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
ଭଦ୍ରକ-କଣ୍ଟ୍ରୋଲ୍ ରୁମ୍ -୦୬୭୮୪- ୨୫୧୮୮୧
ଯାଜପୁର- କଣ୍ଟ୍ରୋଲ୍ ରୁମ୍ -୦୬୭୨୮- ୨୨୨୬୪୮
କେନ୍ଦ୍ରାପଡା- କଣ୍ଟ୍ରୋଲ୍ ରୁମ୍ -୦୬୭୨୭- ୨୩୨୮୦୩
କେନ୍ଦୁଝର- କଣ୍ଟ୍ରୋଲ୍ ରୁମ୍ -୦୬୭୬୬- ୨୫୫୪୩୭
ଜଗତସିଂହପୁର- କଣ୍ଟ୍ରୋଲ୍ ରୁମ୍‌- ୦୬୭୨୪-୨୨୦୩୬୮
କଟକ- କଣ୍ଟ୍ରୋଲ୍ ରୁମ୍ -୦୬୭୧- ୨୫୦୭୮୪୨
ଢେଙ୍କାନାଳ -କଣ୍ଟ୍ରୋଲ୍ ରୁମ୍‌-୦୬୭୬୨- ୨୨୬୫୦୭,୦୬୭୬୨-୨୨୧୩୭୬
ଅନୁଗୁଳ- କଣ୍ଟ୍ରୋଲ୍ ରୁମ୍ -୦୬୭୬୪- ୨୩୦୯୮୦
ପୁରୀ-କଣ୍ଟ୍ରୋଲ୍ ରୁମ୍ -୦୬୭୫୨-୨୨୩୨୩୭
ଖୋର୍ଦ୍ଧା- କଣ୍ଟ୍ରୋଲ୍ ରୁମ୍ -୦୬୭୫୫- ୨୨୦୦୦୨
ଗଞ୍ଜାମ- କଣ୍ଟ୍ରୋଲ୍ ରୁମ୍ -୦୬୮୧୧- ୨୬୩୯୭୮
ନୟାଗଡ- କଣ୍ଟ୍ରୋଲ୍ ରୁମ୍ -୦୬୭୫୩- ୨୫୨୯୭୮
ବିଏମସି (ଭୁବନେଶ୍ୱର) ଟୋଲ୍ ଫ୍ରି ନଂ – ୧୯୨୯

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking