27.1 C
Bhubaneswar
Tuesday, October 22, 2024
Homeଓଡିଶାବାତ୍ୟା ପାଇଁ ୧୭୮ ଟ୍ରେନ ବାତିଲ

ବାତ୍ୟା ପାଇଁ ୧୭୮ ଟ୍ରେନ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ ବ୍ୟାପକ ଟ୍ରେନ ବାତିଲ ଘୋଷଣା । ମୋଟ ୯୩ ଟି ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ୨୩ , ୨୪ ଏବଂ ୨୫ ମଧ୍ୟରେ ମୋଟ ୯୩ ଟ୍ରେନ ବାତିଲ ।ବ୍ରହ୍ମପୁର – ଭୁବନେଶ୍ୱର, ବିଶାଖାପାଟଣା – ଭୁବନେଶ୍ୱର , ବିଶାଖାପାଟଣା – ଦିଘା ବାତିଲ । ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ ହୋଇଛି । ଅପ୍‌ ଟ୍ରେନ୍‌ ୮୫ ଏବଂ ଡାଉନ୍‌ ଟ୍ରେନ୍‌ ୯୩ଟି ବାତିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking