27.1 C
Bhubaneswar
Saturday, September 19, 2026
Homeଓଡିଶାବାତ୍ୟା ପାଇଁ ମାର୍କେଟରେ ଲୋକଙ୍କ ଗହଳି

ବାତ୍ୟା ପାଇଁ ମାର୍କେଟରେ ଲୋକଙ୍କ ଗହଳି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ପରିବା ମାର୍କେଟରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ଼। ଆଳୁ, ପିଆଜ ପନିପରିବା କିଣିବା ପାଇଁ ଜୋରଦାର ଲୋକଙ୍କ ଗହଳି । ଆଉ ଏହି ସମୟରେ ଆଳୁ, ପିଆଜ ଦର ହଠାତ ବୃଦ୍ଧି ପାଇଛି। ଗତକାଲି ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଆଜି ତାହା ୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ପିଆଜ ୭୦ ଟଙ୍କା ରେ ବିକ୍ରୀ ହେଉଛି। ଦର ପଛରେ କିଛି କାରଣ ନଥିବା ବେଳେ କଳାବଜାରୀ ହେଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଗ୍ରାହକ। ଦର ବୃଦ୍ଧି ହୋଇଥିଲେ ବି ନିୟନ୍ତ୍ରଣ ପାଇଁ କଳା ବଜାରୀ ରୋକିବାକୁ ଯୋଗାଣ ବିଭାଗ ନେଇଛି ଦାଇତ୍ୱ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking