30.1 C
Bhubaneswar
Thursday, February 12, 2026
Homeଓଡିଶାବାପା-ପୁଅଙ୍କୁ ଏସିଡ ମାଡ଼

ବାପା-ପୁଅଙ୍କୁ ଏସିଡ ମାଡ଼

ଭୁବନେଶ୍ୱର: କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମରେ ଘର ବାରଣ୍ଡାରେ ଶୋଇଥିବାବେଳେ ବାପା-ପୁଅଙ୍କୁ ଏସିଡ ମାଡ଼ କରାଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଘର ବାରଣ୍ଡାରେ ଶୋଇଥିଲେ। କେହି ଦୁର୍ବୃତ୍ତ ଆସି ଉଭୟଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଛି। ପରିବାରବର୍ଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କୁ କାହିଁକି ଏସିଡ ମାଡ଼ କରାଯାଇଛି ତାହାର କାରଣ ଜଣାପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking