29.1 C
Bhubaneswar
Thursday, October 17, 2024
Homeଓଡିଶାପୁଣି ଆସୁଛି ଏକ ଲଘୁଚାପ ଅଧିକ ଘନୀଭୂତ ହେବାର ରହିଛି ସମ୍ଭାବନା

ପୁଣି ଆସୁଛି ଏକ ଲଘୁଚାପ ଅଧିକ ଘନୀଭୂତ ହେବାର ରହିଛି ସମ୍ଭାବନା

ଭୁବନଶ୍ୱର: ୨୨ ତାରିଖ ସୁଧା ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା । କେନ୍ଦ୍ରୀୟ ବଙ୍ଗୋପ- ସାଗର ଅଂଚଳରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପଟି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୪ ବେଳକୁ ଲଘୁଚାପ ଗଭୀର ଅବପାତ କିମ୍ବା ଛୋଟ ବାତ୍ୟା ମଧ୍ୟ ହୋଇପାରେ ବୋଲି ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking