32.1 C
Bhubaneswar
Thursday, October 17, 2024
Homeଓଡିଶା୪ ମାସ ନୁହେଁ ୨ ମାସ ପୂର୍ବରୁ କରିହେବ ଆଡ଼ଭାନ୍ସ ଟ୍ରେନ ଟିକେଟ ବୁକିଂ

୪ ମାସ ନୁହେଁ ୨ ମାସ ପୂର୍ବରୁ କରିହେବ ଆଡ଼ଭାନ୍ସ ଟ୍ରେନ ଟିକେଟ ବୁକିଂ

ଭୁବନେଶ୍ୱର : ଏଣିକି ଦୁଇ ମାସ ଆଗରୁ ହେଇପାରିବ ଟ୍ରେନ ଟିକେଟ ବୁକିଂ । ଆଡଭାନ୍ସ ଟ୍ରେନ ଟିକେଟ ବୁକିଂ ନେଇ ସମୟ ସୀମା ହାସ୍ୟ କଲା ରେଲୱେ ବିଭାଗ । ଏବେ ଆଉ ୪ ମାସ ନୁହେଁ ୨ ମାସ ପୂର୍ବରୁ କରିହେବ ଆଡ଼ଭାନ୍ସ ଟିକେଟ ବୁକିଂ । ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ଚିଠି । ଏହି ନୂଆ ନିଅମ ନଭେମ୍ବର ୧ ତାରିଖରୁ ଲାଗୁହେବା ନେଇ ସୂଚନା । ବିଦେଶୀ ପର୍ଯ୍ୟଟକ ବର୍ଷେ ପୂର୍ବରୁ କରିପାରିବେ ଟିକେଟ ବୁକିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking