32.1 C
Bhubaneswar
Wednesday, October 16, 2024
Homeଓଡିଶା୨୩ରେ ଏନ୍‌ଆରଟିଏସ୍ ପରୀକ୍ଷା

୨୩ରେ ଏନ୍‌ଆରଟିଏସ୍ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଜାତୀୟ ଗ୍ରାମା ଳ ମେଧାବୃତ୍ତି (ଏନ୍‌ଆର୍‌ଟିଏସ୍‌) ପରୀକ୍ଷା ୨୦୨୪ର ଆଡ୍‌ମିଟ୍ କାର୍ଡ ଅନଲାଇନ୍‌ରେ ଉପଲବ୍ଧ ହୋଇଛି । ବିଦ୍ୟାଳୟର ମୁଖ୍ୟମାନେ ବୋର୍ଡ ୱେବସାଇଟ୍ ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରି ସେମାନଙ୍କୁ ଦେଇପାରିବେ । ଏଥର ସମଗ୍ର ରାଜ୍ୟର ୩୩୪ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ । ଆଗାମୀ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ଣ ୧୧ଟାରୁ ୧୨ଟା ଯାଏ ପରୀକ୍ଷା ପରିଚାଳିତ ହେବ । ଏଥିପାଇଁ ୫୩,୬୯୩ ଜଣ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking