24.1 C
Bhubaneswar
Friday, February 13, 2026
Homeଓଡିଶାକେନାଲରେ ପଡି ୨ ନାବାଳକ ନିଖୋଜ

କେନାଲରେ ପଡି ୨ ନାବାଳକ ନିଖୋଜ

ସୋର : ରିଲ୍ସ ହେଲା କାଳ। କେନାଲରେ ପଡ଼ି ଦୁଇ ନାବାଳକ ନିଖୋଜ । ସୋର ମଙ୍ଗଳପୁର ଶିଙ୍ଗlଖୁଣ୍ଟା ଛକରେ ଅଘଟଣ ଘଟିଛି। ନିଖୋଜ ନାବାଳକ ହେଲେ ବରିସାହିର ଦିପୁ ଓ ହରିଆ। ବରିସାହି ହିମାଂଶୁ ନାୟକଙ୍କ ପୁଅ ଦିବୁ ଓ ଅଶୋକ ଦାସଙ୍କ ହରିଆ ସୋର ମଙ୍ଗଳପୁର ଶିଙ୍ଗlଖୁଣ୍ଟା ଛକରେ ଥିବା ଆମ୍ବହୋତ କେନାଲ ନିକଟରେ ରିଲ୍ସ କରୁଥିଲେ। ରିଲ୍ସ କଲାବେଳେ ଜଣକ ଗୋଡ଼ କେନାଲ ଭିତରକୁ ଖସିଯାଇଥିଲା। ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇ ଉଭୟ ନାବାଳକ ପାଣିରେ ବୁଡିଯାଇ ନିଖୋଜ ହୋଇଥିଲେ l ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ସେମାନଙ୍କୁ କେନାଲରେ ଖୋଜା ଖୋଜି କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି କେନାଲରେ ଖୋଜା ଖୋଜି ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking