29.1 C
Bhubaneswar
Wednesday, October 16, 2024
Homeଓଡିଶାଆଜି କାରଣ ଦର୍ଶାଅ ନୋଟିସର ଜବାବ ରଖିବେ ବିଜେଡି ନେତା

ଆଜି କାରଣ ଦର୍ଶାଅ ନୋଟିସର ଜବାବ ରଖିବେ ବିଜେଡି ନେତା

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍ ପାଇଥିବା ଅମରେଶ ଜେନା ଓ ବିରଞ୍ଚି ସୁପକାର ଆଜି ରଖିବେ ଉତ୍ତର । କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାର ଆଜି ହେଉଛି ଶେଷ ତାରିଖ । ସନ୍ଧ୍ୟା ସୁଦ୍ଧା ନୋଟିସର ଉତ୍ତର ରଖିବେ ବୋଲି କହିଛନ୍ତି ବିଜେଡି କର୍ପୋରେଟର ବିରଞ୍ଚି ମହାସୁପକାର ।

କହିଛନ୍ତି ଯେ ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି । ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ ସର୍ବଦା କାମ କରିଛନ୍ତି । ଗତ ସେପ୍ଟେମ୍ବର ୩୦ ତାରିଖରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ବିରଞ୍ଚି ଓ ଅମରେଶ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଆଉ ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking