32.1 C
Bhubaneswar
Wednesday, October 16, 2024
Homeଓଡିଶାଭୋଗ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଭୋଗ ଖାଇ ୧୦୦ରୁ ଅଧିକ ଅସୁସ୍ଥ

କୋଣାର୍କ : ପୂଜା ଭିତରେ ଆସିଲା ବଡ ଖବର । ପୂଜାକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କୋଣାର୍କରୁ ଆସିଲା ଅଭାବନୀୟ ଖବର । କୋଣାର୍କରେ ପୂଜା ବୁଲିବାକୁ ଆସି ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି ୧୦୦ରୁ ଅଧିକ ଭକ୍ତ । ଅସୁସ୍ଥ ବାକ୍ତିଙ୍କୁ ଗୋପ ଡାକ୍ତରଖାନା ସହ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ହୋଇପଡିଥିବା ବ୍ୟକ୍ତିମାନଙ୍କ ଅଭିଯୋଗ ଆଧାରରେ, ଭୋଗ ଖାଇ ଫୁଡ୍ ପଏଜନ୍ ହୋଇଯିବାରୁ ଏପରି ଘଟିଛି । ଏହି ଘଟଣାଟି କୋଣାର୍କ ଥାନା ନିରଟ ଓଟାଙ୍ଗ ଗାଁରେ ଘଟିଥିବା ସୂଚନାରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking