29.1 C
Bhubaneswar
Wednesday, October 16, 2024
Homeଓଡିଶାମହାସ୍ନାନ କଲେ ମହାପ୍ରଭୁ

ମହାସ୍ନାନ କଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ । ରକ୍ତଛିଟା ପଡ଼ିଥିବାରୁ କରାଗଲା ମହାସ୍ନାନ । ମହାସ୍ନାନ ଯୋଗୁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ଦର୍ଶନ ପ୍ରାୟ ୨ଟା ପରେ ସ୍ବାଭାବିକ ହେବ । ଭକ୍ତମାନେ ଧର୍ଯ୍ୟର ସହ ଅପେକ୍ଷା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ । ସୂଚନା ମୁତାବକ, ରକ୍ତଛିଟା ପଡ଼ି ପଡିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପର୍ଣ୍ଣ ହେଲା । ଏହି କାରଣରୁ ମହାସ୍ନାନ ସମୟରେ ସର୍ବସାଧାରଣଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ଅପରାହ୍ଣ ୨ ଟା ପରେ ଦର୍ଶନ ଦର୍ଶନ ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି । ତେଣୁ ଭକ୍ତମାନଙ୍କୁ ଧର୍ଯ୍ୟର ସହ ଅପେକ୍ଷା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking