ଭୁବନେଶ୍ୱର : ଖଣ୍ଡଗିରି ଥାନାରେ ମହିଳାଙ୍କ ହାଇଡ୍ରାମାକୁ ନେଇ ଏବେ ଚର୍ଚା । ଥାନାଭିତରେ ପସି ପୁଲିସଙ୍କୁ ଦୁର୍ବ୍ୟବହାର କରିଛନ୍ତି ମହିଳା । ସଂପୃକ୍ତ ମହିଲାଙ୍କ ନାଁ ରେ ଥାନାରେ ମାମଲା ରୁଜୁ କରିଛି ଖଣ୍ଡଗିରି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଏପରି ବ୍ୟବହାର ନେଇ ମହିଳାଙ୍କ ନାଁ ରେ ମାମଲା ସହ ନୋଟିସ୍ କରି ଛାଡି ଦେଇଛି ପୋଲିସ । କିନ୍ତୁ ଆଇନ ଅନୁଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନନ୍ତି ଭୁବନେଶ୍ୱର ଡିସିପି ପିନାକି ମିଶ୍ର ।










