22.1 C
Bhubaneswar
Thursday, February 12, 2026
Homeଓଡିଶାରେଳ ଧାରଣା ପାରି ହେବ ବେଳେ କାଟିଦେଲା ଟ୍ରେନ

ରେଳ ଧାରଣା ପାରି ହେବ ବେଳେ କାଟିଦେଲା ଟ୍ରେନ

ଅମର୍ଦ୍ଦାରୋଡ଼ : ରେଳ ଧାରଣା ପାରି ହେବ ବେଳେ କାଟିଦେଲା ଟ୍ରେନ । ଦକ୍ଷିଣ ପୂର୍ବ ରେଳପଥର ବସ୍ତା ରେଳ ଷ୍ଟେସନ ଅନତି ଦୂରରେ ରେଳ ଧାରଣା ପାରି ହେଉଥିବା ବେଳେ ଅପ ଲାଇନରେ କଟି ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଶିବପ୍ରସାଦ ଜେନା(୫୨)।
ପ୍ରକାଶ ଯେ ଶିବପ୍ରସାଦ ଆଜି ସନ୍ଧ୍ୟାରେ ବସ୍ତା ଥାନା ମହାଦେବ ସରାଇ ଗ୍ରାମକୁ ଏକା ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ସାଙ୍ଗରେ ଝିଅ ସହ ବସ୍ତା ବଜାରକୁ ଜିନିଷ କିଣାକିଣି କରିବାକୁ ଆସି ପୁଣି ବନ୍ଧୁ ଘରକୁ ଫେରୁଥିବା ସମୟରେ ରେଳ ଧାରଣା ପାରି ହେବା ବେଳେ ୧୫୯୩୦-ତମ୍ବରମ୍ ଏକ୍ସପ୍ରେସ୍ ଟ୍ରେନ ତାଙ୍କୁ ଧକ୍କା ଦେଇ ଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking