ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଖାତାକୁ ଆସିଲା ୧ ଟଙ୍କା । ପରୀକ୍ଷାମୂଳକ ଭାବେ ଖାତାକୁ ଗଲା ଟଙ୍କା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଆସିଲା ୧ ଟଙ୍କା । ୯ ତାରିଖରେ ଯୋଗ୍ୟ ହିତାଧିକାରୀ ପାଇବେ ଟଙ୍କା । ସୁଭଦ୍ରାରେ ପଞ୍ଜିକରଣ କଲେଣି ୧ କୋଟିରୁ ଅଧିକ ହିତାଧିକାରୀ ।