26.1 C
Bhubaneswar
Sunday, October 6, 2024
Homeଓଡିଶାବିଜେଡିର ଉପଦେଷ୍ଟା କମିଟି ବୈଠକ

ବିଜେଡିର ଉପଦେଷ୍ଟା କମିଟି ବୈଠକ

ଭୁବନେଶ୍ୱର : ଆଜି ବିଜେଡିର ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକରେ ପ୍ରସନ୍ନ ଆଚାର୍ଯ୍ୟ (ସଂଯୋଜକ), ଉସା ଦେବୀ, ପ୍ରଫୁଲ୍ଲ ମଲ୍ଲୀକ, ଚନ୍ଦ୍ର ଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା,ବଦ୍ରି ନାରାୟଣ ପାତ୍ର , ମଙ୍ଗଳ କିଶନ,ଭୂପେନ୍ଦ୍ର ସିଂ,ରବି ନାରାୟଣ ନନ୍ଦ, ହାଜି ଏମଡି.ଆୟୁବ ଖାନ,ସରୋଜିନି ହେମ୍ବ୍ରମ, ଶଶିଭୂଷଣ ବେହେରା, ରଜନିକାନ୍ତ ସିଂହ, ଗଣେଶ୍ୱର ବେହେରା, ଦେବୀ ପ୍ରସାଦ ମିଶ୍ର (ଅଧ୍ୟକ୍ଷ),ଅତନୁ ସବ୍ୟସଚି ନାୟକ(ସଂଯୋଜକ),ସଂଜୟ କୁମାର ଦାସବର୍ମା (ସଂଯୋଜକ), ଲେଲିନ ମହାନ୍ତି (ମିଡିଆ ସଂଯୋଜକ) ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking