26.1 C
Bhubaneswar
Sunday, October 6, 2024
Homeଅପରାଧରାଉଲକେଲାରେ ପୁଣି ନାବାଳିକାକୁ ଦୁଷ୍କର୍ମ

ରାଉଲକେଲାରେ ପୁଣି ନାବାଳିକାକୁ ଦୁଷ୍କର୍ମ

ରାଉରକେଲା : ରାଉରକେଲା ସହରରେ ପୁଣି ଲଜ୍ଜା । ଜଣେ ୧୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଜଣେ ୪୯ ବର୍ଷୀୟ ଵ୍ୟକ୍ତି ଦୁଇଵର୍ଷ ଧରି ନାବାଳିକାକୁ ମାନସିକ ଓ ଶାରିରୀକ ନିର୍ୟାତନା ଦେବା ସହ ବିଭିନ୍ନ ଧମକ ଦେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ଵ୍ୟକ୍ତି ଫେରାର ଥିବାରୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking