19.1 C
Bhubaneswar
Thursday, February 12, 2026
Homeଓଡିଶା୩ ଘଣ୍ଟା ପାଇଁ ଭୁବନେଶ୍ୱର-କଟକକୁ ଅରେଞ୍ଜ ଆଲର୍ଟ ଜାରି

୩ ଘଣ୍ଟା ପାଇଁ ଭୁବନେଶ୍ୱର-କଟକକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ଵର : ୩ ଘଣ୍ଟା ପାଇଁ ଭୁବନେଶ୍ୱର-କଟକକୁ ଅରେଞ୍ଜ ଆଲର୍ଟ ଜାରି । ବିଜୁଳି, ଘଡଘଡି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ପୁରୀ , କଟକ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଟ୍ବିନ୍ ସିଟି ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେପଟେ ଆସନ୍ତା ୧୦ ତାରିଖ ଯାଏଁ କୌଣସି ଜିଲ୍ଲାକୁ ବଡ ବର୍ଷା ନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡିଶା ଉପରେ ନଥିବାରୁ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ମୟୁରଭଞ୍ଜରେ ସର୍ବାଧିକ ୮୦.୪ ମିମି ବର୍ଷା ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking