21.1 C
Bhubaneswar
Tuesday, February 3, 2026
Homeଓଡିଶାମହାନଦୀରେ ବୁଡି ୨ ନିଖୋଜ

ମହାନଦୀରେ ବୁଡି ୨ ନିଖୋଜ

କଟକ : ଶୁକ୍ରବାର କଟକ ମହାନଦୀରେ ବୁଡି ଯାଇ ୨ ଜଣ ନିଖୋଜ ହୋଇଯାଇଛନ୍ତି । ଜଗତପୁର ବାଲିସାହି ନିକଟରେ ଗାଧୋଇବା ବେଳେ ବୁଡି ଯାଇଛନ୍ତି । ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking