30.1 C
Bhubaneswar
Saturday, October 5, 2024
Homeଓଡିଶାସମଲେଶ୍ୱରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠାଇବା ମନା

ସମଲେଶ୍ୱରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠାଇବା ମନା

ସମ୍ବଲପୁର : ସମଲେଇ ମନ୍ଦିରରେ ରିଲ୍ସ ଓ ଫଟୋ ଉଠାଇବା ମନା । ପ୍ରି ଓ୍ବେଡିଂ ଏବଂ ଅନ୍ୟ ସମସ୍ତ ଭିଡିଓଗ୍ରାଫିରେ କଟକଣା ଲଗାଇଛି ସମଲେଇ ଟ୍ରଷ୍ଟ ବୋର୍ଡ । ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଟ୍ରଷ୍ଟବୋର୍ଡ ।

ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ଏହି ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ମନ୍ଦିର ପରିସର ଓ ପ୍ରକଳ୍ପ ଅଂଚଳରେ ନାଚ, ରିଲ୍ସ, ପ୍ରିଓ୍ବେଡିଂ ବାହାନାରେ ଅଶ୍ଳିଳତା ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନଜରରେ ରଖି ଏଭଳି ନିୟମ ଆଣିଛି ମାଆ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking