28.1 C
Bhubaneswar
Tuesday, April 28, 2026
Homeଓଡିଶାଭୁବନେଶ୍ୱର ଗଣଦୁଷ୍କର୍ମ : ୩ ଗିରଫ

ଭୁବନେଶ୍ୱର ଗଣଦୁଷ୍କର୍ମ : ୩ ଗିରଫ

ଭୁବନେଶ୍ୱର ଗଣଦୁଷ୍କର୍ମ : ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣା । ୨ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ପ୍ରେସମିଟ୍‌ରେ କମିଶନର ଏସ୍‌. ଦେବଦତ୍ତ ସିଂହଙ୍କ ସୂଚନା । ଘଟଣାରେ ୨ ଜଣ ନୁହେଁ ୩ ଜଣଙ୍କ ସଂପୃକ୍ତି ରହିଛି । ତେବେ ୨ ଜଣ ଘର ଭିତରକୁ ଯାଇଥିଲେ, ଜଣେ ବାହାରେ ଥିଲା । ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସହାୟତା କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking