16.1 C
Bhubaneswar
Sunday, December 7, 2025
Homeଅପରାଧସାଙ୍ଗକୁ ପଥରରେ ଛେଚି ହତ୍ୟା କଲା ସାଙ୍ଗ

ସାଙ୍ଗକୁ ପଥରରେ ଛେଚି ହତ୍ୟା କଲା ସାଙ୍ଗ

ସୁନ୍ଦରଗଡ଼: ହେମଗିର ଥାନା ଟାଙ୍ଗରଡିହିରେ ଗତକାଲି ରାତି ୯ଟାରେ ଘଟିଛି ଏକ ହତ୍ୟାକାଣ୍ଡ। ନିଶାରେ ଚୁର୍ ଜଣେ ବ୍ୟକ୍ତି ଅନ୍ଯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଗାଁର କରନ ସିଂ। ହତ୍ୟା ଅଭିଯୁକ୍ତ ହେଲେ ସନବୋଧ ବୁଡ଼ା।

ଦୁହେଁ ସାଙ୍ଗ ହୋଇ ମଦ ପିଇବା ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ସନବୋଧ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ସନବୋଧକୁ ଅଟକ ରଖି ପଚରାଉଚରା କରୁଛି।

ଗୋବିନ୍ଦାଙ୍କ ଗୋଡରେ ବାଜିଛି ଗୁଳି; ନିଜ ବନ୍ଧୁକ ସଫା କରୁଥିବା ବେଳେ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking