30.1 C
Bhubaneswar
Monday, September 30, 2024
Homeଓଡିଶାଭୁବନେଶ୍ୱରରେ କେହି ଠିକା ନେଇନି : ଅମରେଶ

ଭୁବନେଶ୍ୱରରେ କେହି ଠିକା ନେଇନି : ଅମରେଶ

ଭୁବନେଶ୍ୱର : ସୋ କଜ ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଅମରେଶ ଜେନା । ଆମେ କେବେ ଦଳରେ ଫାଟ ସୃଷ୍ଟି କରିନୁ କହିଲେ ଅମରେଶ । ଆମେ ଫାଟ ସୃଷ୍ଟି କରିନୁ ସବୁବେଳେ ଫେବିକଲ ଲଗାଇ ରଖିଛୁ । ଭୁବନେଶ୍ୱରରେ ଯାହା ଘଟିଛି ସମସ୍ତଙ୍କୁ ଜଣା । ଭୁବନେଶ୍ୱରରେ କେହି ଠିକା ନେିନି କହିଲେ ଅମରେଶ । ସମସ୍ତଙ୍କ ସହେଯାଗରେ ଦଳ ଏତେ ଉପରକୁ ଉଠିପାରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking