28.1 C
Bhubaneswar
Sunday, September 29, 2024
Homeଓଡିଶାଆଇପିଏସ୍ ଅଫିସର୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ପୋଲିସ କମିଶନର ଓ ଜିଲ୍ଲା...

ଆଇପିଏସ୍ ଅଫିସର୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ପୋଲିସ କମିଶନର ଓ ଜିଲ୍ଲା ଏସ୍‌ପି

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍ ଅଫିସର୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଆଜି ଏ ନେଇ ଘରୋଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କଟକ -ଭୁବନେଶ୍ୱର ପୋଲିସ କମିଶନର ସମେତ ଦୁଇ ସହରର ଡିସିପିଙ୍କୁ ବି ବଦଳୀ କରାଯାଇଛି। ଏଥିସହିତ ବିଭିନ୍ନ ଜିଲ୍ଲାର ଏସ୍‌ପିମାନଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ,

୧) ଅରୁଣ କୁମାର ରାୟ – (ଥିଲେ) ପ୍ରଣ୍ଟଣ୍ଟିଂ, ଷ୍ଟେସ୍‌ନାରି ଏବଂ ପବ୍ଲିକେଶସନ ନିର୍ଦ୍ଦେଶକ – (ହେଲେ) କାରାଗର ଡିଜି
୨) ଏସ୍‌.ଏମ୍ ନରଭାନେ – (ଥିଲେ) ଓଏସ୍‌ଡି ଘରୋଇ ବିଭାଗ – (ହେଲେ) ସରକାରୀ ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ
୩) ବିନୟତୋଷ ମିଶ୍ର -(ଥିଲେ) ଏସ୍‌ଆର୍‌ବି ନିର୍ଦ୍ଦେଶକ – (ହେଲେ) ଏଡିଜି କ୍ରାଇମ୍‌ବ୍ରାଞ୍ଚ
୪)ଆର୍‌.ପି କୋଚେ – (ଥିଲେ) ଅତିରିକ୍ତ ଡିଜି ଏସ୍‌ଏପି – (ହେଲେ) ଗୁଇନ୍ଦା ନିର୍ଦ୍ଦେଶକ
୫) ସଞ୍ଜୀପ ପଣ୍ଡା – (ଥିଲେ) ଦ୍ୱେିତ ନଗରି ପୋଲିସ କମିଶନର – (ହେଲେ) ଏଡିଝି ତାଲିମ ଓ ବିପିଏସ୍‌ପିଏ ନିର୍ଦ୍ଦେଶକ
୬) ରାଧାକ୍ରୀଷ୍ଣ ଶର୍ମା – (ଥିଲେ) ଅତିରିକ୍ତ ଡିଜି ପୋଲିସ – (ହେଲେ) ଘରୋଇ ବିଭାଗ ସ୍ୱତନ୍ତ୍ର ସଚିବ
୭) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ – (ଥିଲେ) ଗୁଇନ୍ଦା ନିଦ୍ଦେଶକ – (ହେଲେ) ଏଡିଜିପି ଆଧୁନିକକରଣ
୮) ଡ. ସନ୍ତୋଷ ବାଲା – (ଥିଲେ) ଘରୋଇ ବିଭଗାର ସ୍ୱତନ୍ତ୍ର ସଚିବ – (ହେଲେ) ଏସ୍‌ଇଆର୍‌ବି ଓ ଏସ୍‌ଏଫ୍‌ଏସ୍‌ଏଲ୍ ନିର୍ଦ୍ଦେଶକ
୯) ଅରୁଣ ବୋଥ୍ରା – ଥିଲେ) କ୍ରାଇମବ୍ରାଞ୍ଚ ଏଡିଜି – (ହେଲେ) ଏଡିଜିପି ଇଷ୍ଟକୋଷ୍ଟ ରେଲୱେ ଓ ଉପକୂଳ ସୁରକ୍ଷା
୧୦) ଡ. ସୁରେଶ ଦେବ ଦତ ସିଂ – (ଥିଲେ) ଆଡିସନାଲ ଡିଜି ପୋଲିସ ଅପରସେନ୍ – (ହେଲେ) ଦ୍ୱୈତନଗରୀ ପୋଲିସ କମିଶନର
୧୧) ଦୟାଲ ଗଙ୍ଗୱା – (ଥିଲେ) ଅତିରିକ୍ତ ଡିଜି ଆଧୁନିକରଣ – (ହେଲେ) ଏଡିଜିପି ହେଡ୍‌କ୍ୱାଟର
୧୨) ରାଜେସ କୁମାର – (ଥିଲେ)ଏଡିଜିପି ରେଳବାଇ ଓ ଉପକୂଳ ସୁରକ୍ଷା – (ହେଲେ) ଏଡିଜିପି ଏସ୍‌ଏପି
୧୩) ଏସ୍ ସାଇନ୍ – (ଥିଲେ) ଆଇଜି ବିପିଏସ୍‌ପିଏ – (ହେଲେ) ଆଇଝଇ ସିଏ ଡବ୍ଲୁ ଓ ସି ଡବ୍ଲୁ
୧୪) ସଞ୍ଜୟ କୁମାର କୌଶଲ – (ଥିଲେ) ଆଇଜି ପୋଲିସ ସିଆର୍ – (ହେଲେ) ଭିଜିଲାନ୍ସ ଆଇଜି
୧୫) ଡ. ଦୀପକ କୁମାର -(ଥିଲେ) ଆଇଜି ବାଲେଶ୍ୱର -(ହେଲେ) ଆଇଜି ଅଗ୍ନିାମ ସେବା ଓ ହୋମଗାର୍ଡ
୧୬) ଜୟନାରାୟଣ ପଙ୍କଜ – (ଥିଲେ) ଆଇଜି ବ୍ରହ୍ମପୁର ରେଞ୍ଜ – (ହେଲେ) ଆଇଜି ଅପରେସନ୍
୧୭) ଅନୁପ କୁମାର ସାହୁ – (ଥିଲେ) ଗୁଇନ୍ଦା ବିଭାଗ ଆଇଜି – (ହେଲେ) ଆଇଜି ତାଲିମ ଓ ବିପିଏସ୍‌ପିଏ
୧୮) ଅୟୁନାସ କୁମାର – (ଥିଲେ) ଏସ୍‌ପି ଖୋର୍ଦ୍ଧା – (ହେଲେ) ଡିଆଜି, ଏସ୍‌ଏପି
୧୯) ସାର୍ଥକ ଷଡ଼ଙ୍ଗା – (ଥିଲେ)ଏସ୍‌ପି ବ୍ରହ୍ମପୁର – (ହେଲେ) ଡିଆଜି ବ୍ରହ୍ମପୁର
୨୦) ନୀତୀଶ ଶେଖର – (ଥିଲେ)ଡିଆଜି ରାଉରକେଲା – (ହେଲେ) ଡିଆଜି କୋରାପୁଟ ରେଞ୍ଚ
୨୧) ଉମାଶଙ୍କର ଦାଶ – (ଥିଲେ) ଏସ୍‌ପି ଅନୁଗୋଳ – (ହେଲେ) ଅତିରିକ୍ତ ପୋଲିସ କମିଶସନର କମଟକ – ଭୁବନେଶ୍ୱର
୨୨) ପ୍ରକାଶ ଆର୍ – (ଥିଲେ) ଡିସିପି କଟକ – (ହେଲେ) ଡିଆଜି କ୍ରାଇମବ୍ରାଞ୍ଚ
୨୩) ସତ୍ୟଜିତ ନାୟକ – (ଥିଲେ) ଡିଆଇଜି ଏଚ୍‌ଆର୍‌ପିସି – (ହେଲେ) ଡିଆଇଜି ବାଲେଶ୍ୱର ରେଞ୍ଚ
୨୪) ଅଖିଳେଶଭର୍ ସିଂ – କେନ୍ଦ୍ରରୁ ଫେରିବା ପରେ ହେଲେ ଡିଆଜି ଅପରେସନ୍‌
୨୫) ବ୍ରିଜେସ କୁମାର ରାଇ – (ଥିଲେ) ଏସ୍‌ପି ରାଉରକେଲା – (ହେଲେ) ଡିଆଜି ରାଉରକେଲଶ ରେଞ୍ଚ
୨୬) ଚରଣ ସିଂ ମୀନା – (ଥିଲେ) ଡିଆଇଜି କୋରାପୁଟ ରେଞ୍ଚ – (ହେଲେ) କେନ୍ଦ୍ରଞ୍ଚଳ ଡିଆଜି କଟକ
୨୭) ପାରୁର ଗୁପ୍ତା – କେନ୍ଦ୍ରରୁ ଫେରିବା ପରେ ହେଲେ ଡିଆଜି କମ୍ପ୍ୟୁଟର
୨୮) ପିନାକ ମିଶ୍ର୍ର – (ଥିଲେ) ଏସ୍‌ପି ପୁରୀ – (ହେଲେ) ଡିସିପି ଭୁବନେଶ୍ୱର
୨୯) ମାଧକର ସନ୍ଦିପ ସମ୍ପଦ – (ଥିଲେ) ଏସ୍‌ପି ଢ଼େଙ୍କାନାଳ – (ହେଲେ) ଏସ୍‌ପି ଭଦ୍ରକ
୩୦) ଅନୁପମା ଜାମେସ – (ଥିଲେ) ଏସ୍‌ପି ଦେବଗଡ଼ – (ହେଲେ) ଏସ୍‌ପି ଭିଜିଲାନ୍ସ
୩୧) ରାହୁଲ ପି.ଆର୍ – (ଥିଲେ) ଏସ୍‌ପି ଜଗତସିଂହପୁର -(ହେଲେ) ଏସ୍‌ପି ଭିଜିଲାନ୍ସ
୩୨) ଜଗମୋହନ ମୀନା – (ଥିଲେ) ଏସ୍‌ପିି ଗଞ୍ଜାମ – (ହେଲେ) ଡିସିପି କଟକ
୩୩) ଏଲ୍ ଦିବ୍ୟା ଭି – (ଥିଲେ) ଏସ୍‌ପି କଟକ – (ହେଲେ) ଏସ୍‌ପି ଭିଜିଲାନ୍ସ
୩୪) ପ୍ରତୀକ ସିଂହ – (ଥିଲେ) ଡିସିପି ଭୁବନେଶ୍ୱର – (ହେଲେ) କଟକ ଗ୍ରମାଞ୍ଚଳ ଏସ୍‌ପି
୩୫) ରାହୁଲ ଜୈନ୍ – (ଥିଲେ) ଏସ୍‌ପି ନୟାଗଡ଼ – (ହେଲେ) ଏସ୍‌ପି ଅନୁଗୋଳ
୩୬) ଡ. ଶ୍ରବଣା ବିବେକ ଏମ୍ – (ଥିଲେ) ଏସ୍‌ପି ଭିଜିଲାନ୍ସ – (ହେଲେ) ଏସ୍‌ପି ବ୍ରହ୍ମପୁର
୩୭) ଭିନିତ ଅଗ୍ରୱାଲ – (ଥିଲେ) ଏସ୍‌ପି ଯାଜପୁର – (ହେଲେ) ଏସ୍‌ପି ପୁରୀ
୩୮) ଭରୁଣ ଗୁଣ୍ଟୁପାଲୀ – (ଥିଲେ) ଭଦ୍ରକ ଏସ୍‌ପି – (ହେଲେ) ଏସ୍‌ପି ମୟୁରଭଞ୍ଜ
୩୯) ସାଗରୀକା ନାଥ – (ଥିଲେ) ଏସ୍‌ପି ବାଲେଶ୍ୱର – (ହେଲେ) ଏସ୍‌ପି ଖୋର୍ଦ୍ଧା
୪୦) ସ୍ୱାଥୀ ଏସ୍ କୁମାର – (ଥିଲେ) ଏସ୍‌ପି ଗଜପତି – (ହେଲେ) ଏସ୍‌ପି ରାୟଗଡ଼ା
୪୧) ଏସ୍ ଶୁଶ୍ରୀ – (ଥିଲେ) ଏସ୍‌ପି ମୟୁରଭଞ୍ଜ – (ହେଲେ) ଏସ୍‌ପି ନୟାଗଡ଼
୪୨) ନିତେଶ ୱାଧ୍ୱାନୀ – (ଥିଲେ) ଏସ୍‌ପି ମାଲକାନଗରି – (ହେଲେ) ଏସ୍‌ପି ରାଉରକେଲା
୪୩) ରାଜ୍ ପ୍ରସାଦ – (ଥିଲେ) ଏସ୍‌ପି ବୌଦ୍ଧ- (ହେଲେ) ଏସ୍‌ପି ବାଲେଶ୍ୱର
୪୪) ନାଗରାଜ ଦେବରା କୋଣ୍ଡା -(ଥିଲେ) ଡିଆଇଜି ହେଡ୍‌କ୍ୱାଟର – (ହେଲେ) ଏସ୍‌ପି ବୌଦ୍ଧ
୪୫) ସୁବେନ୍ଦୁ କୁମାର ପାତ୍ର – (ଥିଲେ) ଏସ୍‌ପି କନ୍ଧମାଳ – (ହେଲେ) ଏସ୍‌ପି ଗଞ୍ଜାମ
୪୬) ଅଭିନାଭ ଶୋଙ୍କର – (ଥିଲେ) ଏସ୍‌ପି କେରାପୁଟ୍‌- (ହେଲେ) ଏସ୍‌ପି ଢ଼େଙ୍କାନାଳ
୪୭) ରୋହିତ ବର୍ମା – (ଥିଲେ) ଏସ୍‌ପି ନବରଙ୍ଗପୁର – (ହେଲେ) ଏସ୍‌ପି କୋରାପୁଟ
୪୮) ଏସ୍‌ପ୍ରତାବ ଶ୍ରୀମଲ – (ଥିଲେ) ଏସ୍‌ପି ସୋନପୁର – (ହେଲେ) ଏସ୍‌ପି ଯାଜପୁର
୪୯) ହରିଶ ବି.ସି – (ଥିଲେ) ଏସ୍‌ପି ରାୟଗଡ଼ା – (ହେଲେ) ଏସ୍‌ପି କନ୍ଧମାଳ
୫୦) ଅନୀଲ କୁମାର ମିଶ୍ର(ଓପିଏସ୍‌) -(ଥିଲେ) ଅତିରିକ୍ତ ଡିସିପି କଟକ-ଭୁବନେଶ୍ୱର – (ହେଲେ) ଏସ୍‌ପି ଦେବଗଡ଼
୫୧) ରାମପ୍ରସାଦ ସାହୁ(ଓପିଏସି) – (ଥିଲେ) ପୋଲିସ ହେଡ୍‌କ୍ୱାଟର- (ହେଲେ) ଏସ୍‌ପି ସୋନପୁର
୫୨) ଭବାନୀଶଙ୍କର ଉଦ୍‌ଗାତା(ଓପିଏସି)- (ଥିଲେ) ଅତିରିକ୍ତ ଏସ୍‌ପି ଢ଼େଙ୍କାନାଳ -(ହେଲେ) ଏସ୍‌ପି ଜଗତସିଂହପୁର
୫୩) ମିହୀର ପଣ୍ଡା (ଓପିଏସି)- (ଥିଲେ) ଏସ୍‌ପି ହେଡ୍‌କ୍ୱାଟର- (ହେଲେ) ଏସ୍‌ପି ନବରଙ୍ଗପୁର
୫୪) ଜିତେନ୍ଦ୍ର କୁମାର ପଣ୍ଡା(ଓପିଏସି) – (ଥିଲେ)ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା -(ହେଲେ) ଏସ୍‌ପି ଗଜପତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking