27.1 C
Bhubaneswar
Tuesday, September 24, 2024
Homeଓଡିଶା ପୋଖରୀରୁ ୨ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର 

 ପୋଖରୀରୁ ୨ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର 

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରାସ୍ତା କଡ଼ରେ ଥିବା ଗୁରୁଣ୍ଡା ଓ ଭୋଇପଡ଼ା ମଝିରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଦୁଇ ଜଣ ଅଜଣା ଯୁବକଙ୍କ ମରଶରୀର ପଡ଼ି ରହିଛି l ଦୁଇ ଜଣଙ୍କ ମୃତଦେହ ସାଙ୍ଗରେ ବାଇକ ମଧ୍ୟ ପାଣିରେ ପଡ଼ି ରହିଛି l ଏପର୍ଯ୍ୟନ୍ତ ଦୁଇ ଜଣ ଯୁବକଙ୍କ ପରିଚୟ ମିଳି ପାରି ନାହିଁ l ଗତକାଲି ସନ୍ଧ୍ୟାରେ ମୁରିବାହାଲରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ହୋଇଥିବାରୁ ବାଇକଟି ଭାରସାମ୍ୟ ହରାଇ ଏହି ଦୁଇ ଜଣ ଯୁବକ ପୋଖରୀରେ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
https://youtu.be/3U_p_YY64xY?si=W-OZNRFX8BGVU_Hx

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking