25.9 C
Bhubaneswar
Monday, April 6, 2026
Homeଓଡିଶାମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ କୃତି କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ କୃତି କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଯାଜପୁର : ଯାଜପୁର ଜହ୍ନ ବଗିଚା ରେ ତାଏକୋଣ୍ଡୋ ମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ କୃତି କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ତାଇକୋଣ୍ଡୋ ଆସୋସିଏସନ୍ ର ଉପସଭାପତି ରଘୁନାଥ ରାଉତ ମୁଖ୍ୟ ଅତିଥି, ସମ୍ପାଦକ ଯଯାତି କେଶରୀ ଧଳ ଉପସ୍ଥିତ ରହି କୃତି ଖେଳାଳି ଦେବ ପ୍ରକାଶ ଓଝା ଏବଂ ଶାଶ୍ଵତ ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଭୟ ଖେଳାଳି ରାଜ୍ୟସ୍ତରରେ ଉତ୍ତମ ପ୍ରଦର୍ଶନ କରି ଗୋଲ୍ଡ ମେଡାଲ ପାଇଛନ୍ତି। ଦେବ ପ୍ରକାଶ ନିକଟରେ ଉତ୍ତର ପ୍ରଦେଶ ର ଆଗ୍ରା ରେ ଅନୁଷ୍ଠିତ ଜାତୀୟ ସ୍ତରରେ ଉତ୍ତମ ଖେଳ ପ୍ରଦର୍ଶନ କରି ବ୍ରୋଞ୍ଚ ମେଡାଲ ପାଇ ଚର୍ଚ୍ଚା କୁ ଆସିଛନ୍ତି। ଉଭୟ କ୍ରୀଡାବିତଙ୍କୁ ଯାଜପୁର ବିଧୟିକା ସୁଜାତା ସାହୁ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ତାଇକୋଣ୍ଡୋ ଆସୋସିଏସନ୍ ର ସଭାପତି କର୍ଣାଟ କେଶରୀ ଦାସ ଶୁଭେଛା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking