34.1 C
Bhubaneswar
Friday, September 20, 2024
Homeଓଡିଶା ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ଅକ୍ଷମ : ବିଜୟ

 ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ଅକ୍ଷମ : ବିଜୟ

ଭୁବନେଶ୍ବର : ଭରତପୁର ଥାନାରେ ସେନା ଓ ପୁଲିସ କଳି ପ୍ରସଙ୍ଗ । ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକଙ୍କ ପ୍ରେସମିଟ୍ । ଘଟଣାକୁ ନେଇ ମୋ ମୁଣ୍ଡ ତଳକୁ ହୋଇଯାଉଛି । କାହିଁକି ପୁଲିସ ଅଫିସରଙ୍କୁ ଗିରଫ କରାଯାଇନି ? । ରୋଡ୍ ସାଇଡ୍ ରୋମିଓଙ୍କୁ କେବେ ଧରାଯିବ ? । ନାରୀ ଆଜି କାହିଁକି ଅସୁରକ୍ଷିତ ? । ରାଜଧାନୀରେ ପୁଲିସ ଏବେ କରୁଛି କ’ଣ ? । ଜଣେ ବାପା ହିସାବରେ ମୁଁ ବହୁତ ଦୁଃଖିତ । ଗୋଟେ ଝିଅର ଛାତିରେ ପୁଲିସ ଗୋଇଠା ମାରିଛି । ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ଅକ୍ଷମ । ଡାକ୍ତର ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବା ଜରୁରୀ । ମହିଳାଙ୍କ ସଶକ୍ତକରଣ କଥା କୁହାଯାଉଛି । ହେଲେ ଥାନାରେ ମହିଳାଙ୍କୁ ଅତ୍ୟାଚାର କରାଯାଉଛି । ଏଭଳି ଘଟଣାରେ ମୁଁ ବ୍ୟଥିତ । ନାଇଟ ଓ ହାପପ୍ୟାଣ୍ଟ ପିନ୍ଧି ପୁଲିସ ଡ୍ୟୁଟି କରୁଛନ୍ତି । କ୍ରାଇମବ୍ରାଞ୍ଚ ଯାଏଁ କାହିଁକି କଥା ଗଲା ? ।  ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହମ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking