28.1 C
Bhubaneswar
Thursday, September 19, 2024
Homeଓଡିଶାବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ : ଲତା

ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ : ଲତା

ଭୁବନେଶ୍ୱର: ବିଜୁ ଜନତା ଦଳ ବା ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ ବୋଲି ଲତା ଉସେଣ୍ଡି କହିଛନ୍ତି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ବିଜେଡିକୁ ସମାଲୋଚନା କରି ଲତା ଉସେଣ୍ଡି ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ସରକାରରେ ଥିବାବେଳେ ବିଜେଡି ମହିଳାଙ୍କ ସହ ଛଳନା କରିଛି । ତେଣୁ ମହିଳାମାନେ ବିଜେଡି ଶାସନକୁ ପ୍ରତ୍ୟାକ୍ଷାନ କରି ଆମକୁ ସମର୍ଥନ କରିଛନ୍ତି । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପୂରଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking